ବେଗୁନିଆରେ ପେଟ୍ରୋଲ ସଙ୍କଟ, ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ |

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପେଟ୍ରୋଲ ସଙ୍କଟ । ବନ୍ଦ ହେଲାଣି ଏକାଧିକ ପେଟ୍ରୋଲ ପମ୍ପ । ଆଉ ଯେତିକି ବି ମିଳୁଛି, ତାହା ସୀମିତ ମାତ୍ରାରେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାତ୍ର ଘଣ୍ଟେ ଦୁଇ ଘଣ୍ଟା ପେଟ୍ରୋଲ ବିକି…

କୁକୁର କାମୁଡ଼ା ରୋଗୀଙ୍କ ପାଖରେ ବସିଥିଲେ, ଆଣ୍ଟି ରାବିସ୍ ଇଞ୍ଜେକସନ୍ ଫୋଡ଼ିଦେଲେ ଫାର୍ମାସିଷ୍ଟ

ଯୁବକଙ୍କ ଛାତିରେ ହେଉଥିଲା ଯନ୍ତ୍ରଣା । ମେଡିକାଲରେ କୁକୁର କାମୁଡା ରୋଗୀଙ୍କ ପାଖରେ ବସିଥିଲେ । କୁକୁର କାମୁଡ଼ା ରୋଗୀଙ୍କ ବଦଳରେ ସେହି ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକସନ୍ ଦେଇଦେଲେ ଫାର୍ମାସିଷ୍ଟ l କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା…

ୟାର ଲାଇନ୍ସକୁ ଅଶ୍ବିନୀ ବୈଷ୍ଣବଙ୍କ ‘୪୮ ମିନିଟ୍’ ଧମକ କାହିଁକି ?

ନୂଆଦିଲ୍ଲୀ: ଆଗାମୀ ଦିନରେ ବିମାନକୁ ମାତ୍ ଦେବ ଭାରତୀୟ ରେଳ । ସ୍ବଳ୍ପ ଦୂରଗାମୀ ବିମାନ ଯାତ୍ରା କରିବାକୁ ଲୋକେ ଆଉ ପସନ୍ଦ କରିବେ ନାହିଁ । ଏପରିକି ସ୍ବଳ୍ପ ଦୂରଗାମୀ ବିମାନ ଯାତ୍ରା (Short-haul flights) ପ୍ରାୟତଃ ବନ୍ଦ ହୋଇଯାଇପାରେ…

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା। ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଏଭଳି ଘଟଣା ଦେଖିବାକୁ ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ…

ସୋନିଆ ପୁଣି ଗାନ୍ଧି ଅସୁସ୍ଥ, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି |

ଗୁରୁଗ୍ରାମ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏକ ସର୍ଜରୀ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାନୁୟାରୀରୁ ଏପର୍ଯ୍ୟନ୍ତ ସୋନିଆ ୩ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ଏହା ପୂର୍ବରୁ ମାର୍ଚ୍ଚ…

ମମତାଙ୍କ ଗଡ଼ ଧୂଳିସାତ୍: ଏବେ ‘ବେଙ୍ଗଲ ଟାଇଗର’ ସାଜିବେ ଶୁଭେନ୍ଦୁ?

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ପରେ ‘ଦିଦି’ଙ୍କ ଗଡ଼ରେ ବିଜେପିର ଐତିହାସିକ ବିଜୟ ହୋଇଥିବା ବେଳେ, ଏବେ ସାରା ଦେଶର ନଜର ରହିଛି ‘କିଏ ହେବେ ପଶ୍ଚିମବଙ୍ଗର…

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ |

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଅବୈଧ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି l ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ତୁମୁଡିବନ୍ଧ ଥାନା ଲାବଣ୍ୟ ନଗର ଠାରେ ଅବୈଧ ଦେଶୀ ବନ୍ଧୁକ କାରଖାନାରେ…

ହାଇଓ୍ବା ଧକ୍କାରେ ବୃଦ୍ଧା ଗୁରୁତର, ଛିଣ୍ଡିଗଲା ଗୋଡ଼

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ବଡ଼ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଶାଗ ବିକାଳି ବୃଦ୍ଧା ଗୁରୁତର । ଶାଗ ବିକାଳି ବୃଦ୍ଧା ପରିଶ୍ରା କରିବାକୁ ଯିବାବେଳେ ଚଢ଼ିଗଲା ହାଇଓ୍ବା । ଛିଣ୍ଡିଗଲା ବୃଦ୍ଧାଙ୍କ ଡାହାଣ ଗୋଡ଼ ।…

ମେ ୮ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ |

 ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ସପ୍ଳିମେଣ୍ଟାରୀ ପରୀକ୍ଷା…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ ବୁଧବାର ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ବାୟକ ପ୍ରକୃତ ମାଲିକଙ୍କୁ ଫେରାଇଥିବା ଜଣାପଡିଛି। ଗତ ୨୦୨୪ ଅକ୍ଟୋବର…

error: Content is protected !!