ଶ୍ରମିକ ଦିବସରେ କମର୍ସିଆଲ୍ ଏଲପିଜି ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳର ତୀବ୍ର ନିନ୍ଦା

ଭୁବନେଶ୍ୱର, ୦୧/୦୫/୨୦୨୬: କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ୯୯୩.୩ ଟଙ୍କା ବୃଦ୍ଧି ସହିତ ସମ୍ପ୍ରତି ହୋଇଥିବା ଏଲପିଜି ଦରବୃଦ୍ଧିକୁ ଦୃଢ଼ ଭାବରେ ନିନ୍ଦା କରିଛି ବିଜେଡି । ଏହାକୁ ଅନ୍ୟାୟପୂର୍ଣ୍ଣ ଓ ସମ୍ୱେଦନହୀନ ପଦକ୍ଷେପ ବୋଲି କହି ସାଧାରଣ ଲୋକଙ୍କ ଉପରେ…

ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ କଲା କଂଗ୍ରେସ |

ଭୁବନେଶ୍ୱର ତା. ୧.୫ – ଗତ ୧୮.୪.୨୦୨୬ ରିଖ ଦିନ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅବସରରେ ଦଳ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି…

କାର୍ ଚକା ଫାଟି ଭୟଙ୍କର ଦୁର୍ଘଟଣା: ନିଆଁରେ ଜଳିଗଲା ଗାଡ଼ି, ନବଜାତକ ସମେତ ୬ ଗୁରୁତର |

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ରବିବାର ଏକ ଶୋଚନୀୟ ଦୁର୍ଘଟଣା ଘଟିଛି। ବୌଦ୍ଧ ଥାନା ଜହ୍ନାପଙ୍କ ନିକଟରେ ଏକ କାର୍‌ର ଆଗ ଚକା ହଠାତ୍ ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ଧକ୍କା…

ଦିଦିଙ୍କ ଗଡ଼ରେ ୧୦ ଟଙ୍କାରେ ଏଭଳି କାମ କଲେ ପ୍ରଧାନମନ୍ତ୍ରୀ ମୋଦି |

ଝାରଗ୍ରାମ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ରବିବାର ଝାରଗ୍ରାମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଡି ଦୋକାନରେ ଅଟକିଥିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାଫଲା ଅଟକିବା ମାତ୍ରେ ସେଠାରେ ଏକ…

ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୂହିକ ବିବାହ: ୨୫ ଯୋଡ଼ା ହେବେ ଏକାକାର |

ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଆସନ୍ତା ୨୧ ଏପ୍ରିଲ ୨୦୨୬ ରିଖରେ ଭଦ୍ରକ ସହିଦ ସ୍ମୃତି ଭବନଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ…

ରାଜଗାଙ୍ଗପୁରରେ ଯୁବକର ଉନ୍ମତ୍ତକାଣ୍ଡ: ଶୋଇଥିବା ଅବସ୍ଥାରେ ଶାବଳ ମାଡ଼ରେ ଜଣେ ମୃତ, ୮ ଗୁରୁତର |

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଲଖୁଆପଡ଼ା ଗାଁରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଛି। ଜଣେ ଯୁବକର ଉନ୍ମତ୍ତକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ଖେଳିଯାଇଛି। ସୂଚନା ଅନୁଯାୟୀ, ଗାଁର ଜଣେ ଯୁବକ…

ଭଞ୍ଜନଗରରେ ଅଘଟଣ: ଜଳଭଣ୍ଡାରରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ |

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଶୋଚନୀୟ ଘଟଣା ଘଟିଛି। ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରବିବାର ୬ ଜଣ ସାଙ୍ଗ ମିଶି ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ…

ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୮ ମୃତ, ଅନେକ ଗୁରୁତର |

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ରବିବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୩୦ ଜଣ…

କାର୍ ଚକା ଫାଟି ଭୟଙ୍କର ଦୁର୍ଘଟଣା: ନିଆଁରେ ଜଳିଗଲା ଗାଡ଼ି, ନବଜାତକ ସମେତ ୬ ଗୁରୁତର |

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ରବିବାର ଏକ ଶୋଚନୀୟ ଦୁର୍ଘଟଣା ଘଟିଛି। ବୌଦ୍ଧ ଥାନା ଜହ୍ନାପଙ୍କ ନିକଟରେ ଏକ କାର୍‌ର ଆଗ ଚକା ହଠାତ୍ ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ଧକ୍କା…

ପିଆଜ ଚାଷୀଙ୍କୁ ମଧ୍ୟପ୍ରାଚ୍ୟ ଯୁଦ୍ଧର ଝଟକା: ରପ୍ତାନୀ ବନ୍ଦ, ଅଧା ଦରରେ ବିକ୍ରି ହେଉଛି ଫସଲ |

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଭାରତର ପିଆଜ ବଜାର ସନ୍ତୁଳନକୁ ବିଗାଡି ଦେଇଛି। ସିପିଂ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ତର୍ଜାତୀୟ ଚାହିଦା ହ୍ରାସ ପାଇବା ଫଳରେ ରପ୍ତାନୀ ପ୍ରାୟ ୩୦% କମିଯାଇଛି। ବିଶେଷ କରି ଗଲଫ୍ ଦେଶଗୁଡ଼ିକୁ ରପ୍ତାନୀ…

error: Content is protected !!