ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ କଲା କଂଗ୍ରେସ |

ଭୁବନେଶ୍ୱର ତା. ୧.୫ – ଗତ ୧୮.୪.୨୦୨୬ ରିଖ ଦିନ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅବସରରେ ଦଳ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ମୟୁରଭଞ୍ଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଂଯୋଜକ ଶ୍ରୀ ଅରବିନ୍ଦ ଦାସଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା ।
ସେହିପରି ଦଳ ଭିତରେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଶ୍ରୀ ଉଦୟନାଥ ବେହେରାଙ୍କ ଦଳୀୟ ପ୍ରାଥମିକ ସଦସ୍ୟତା ପଦ ରଦ୍ଦ କରାଯିବା ସଙ୍ଗେ ସଙ୍ଗେ କଂଗ୍ରେସ ଦଳରୁ ବହିସ୍କାର କରାଗଲା ।

ସୁଜୀତ୍ ପାଢ଼ୀ, ଅଧ୍ୟକ୍ଷ
(ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି)
ଗଣମାଧ୍ୟମ ବିଭାଗ, ଓପିସିସି

Leave a Reply

Your email address will not be published. Required fields are marked *

error: Content is protected !!