ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,

ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍‌. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସୁଜାତାଙ୍କ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଏହା “ଶତ ପ୍ରତିଶତ” ହେବ।…

ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ |

ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ।ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସଂସଦୀୟ ଦଳ ନେତା…

ବିହାରରେ ନୀତିଶ ଯୁଗର ଅନ୍ତ: ୧୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ |

ବିହାର ରାଜନୀତିରେ ନୀତିଶ ଯୁଗର ଅନ୍ତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୦ ରାଜ୍ୟସଭାକୁ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ବିହାରକୁ ଏକ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ଶୁକ୍ରବାର ଶପଥ ଗ୍ରହଣ…

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୦୧/୦୪: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ୪ ଜିଲ୍ଲା ପାଇଁ ୪ ଜଣ ମନ୍ତ୍ରୀଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇଥିବା ବେଳେ ବାକି ୨୬ ଜିଲ୍ଲା ଲାଗି ୨୬ ଜଣ ବିଧାୟକଙ୍କୁ…

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

କଟକ-ଭୁବନେଶ୍ୱର ଦ୍ୱୈତନଗରୀର ଯୋଗାଯୋଗ ଲାଗି ନୂଆ ରେଲଓ୍ୱେ ଲାଇନ ଅନୁମୋଦନ ହେବାକୁ ଯାଉଛି। ପ୍ରତି ଅଧଘଣ୍ଟାରେ ଥରେ ଗୋଟିଏ ନମୋ ଭାରତ ଟ୍ରେନ ଚାଲିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ…

ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆଜିଠାରୁ ଆମରଣ ଅନଶନ |

ଭୁବନେଶ୍ଵର,୨୭/୦୨: ଫେବୃଆରୀ 20 ରୁ ରାଜଧାନୀର ଲୋୟର୍ ପିଏମଜି ରେ ଗଣ ଧାରଣାରେ ବସିଥିବା ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି। ରାଜ୍ୟବ୍ୟାପୀ ସରକାରୀ ନିର୍ମାଣ କାର୍ଯ୍ୟ ଠପ୍ ହେବ ବୋଲି ଚେତାବନୀ I ପ୍ରଭାବିତ ହେବ ଆଲୋକ,…

ବିଜେଡି ବିଧାୟକ ଦଳ ବୈଠକ ଶେଷ |

ନବୀନ ନିବାସରେ ବସିଥିବା ବିଜେଡି ବିଧାୟକ ଦଳ ବୈଠକ ଶେଷ।ରାଜ୍ୟସଭା ନିର୍ବାଚନ ଓ ସାଙ୍ଗଠନିକ ନିର୍ବାଚନ ନେଇ ହେଲା ଆଲୋଚନା।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।ଯୋଗ ଦେଇ ଆଲୋଚନା କଲେ ବିଜେଡିର ବରିଷ୍ଠ ନେତା ଓ ବିଧାୟକ। ବୈଠକ…

“ଗୋଟିଏ ଦିନ ସରକାର ନିଶ୍ଚୟ ବଦଳିବ…ଆଉ ଆମେ”…କେନ୍ଦ୍ର ସରକାରଙ୍କ ଉପରେ କାହିଁକି ଏମିତି ବିଗିଡିଲେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ?

ନୂଆଦିଲ୍ଲୀ : ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ କେରଳର ନାମ ପରିବର୍ତ୍ତନ କରି “କେରଳମ” କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି, ଆଉ କହିଛନ୍ତି କି,…

ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଟଙ୍କଧର: କହିଲେ ନୂଆପଡ଼ାରୁ ମିଳିଲା ଜବାବ|

ବିରୋଧୀଦଳ ନେତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୋଲା ଆହ୍ବାନ ଦେଇଛନ୍ତି। ଗୃହକୁ ଖୋଲା ବିତର୍କ ପାଇଁ ଆସନ୍ତୁ ବୋଲି ଟଙ୍କଧର ଆହ୍ବାନ ଦେଇଛନ୍ତି। ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ହେଇଛି ନା ନାହିଁ କୁହନ୍ତୁ ବୋଲି ସେ କହିଛନ୍ତି। ବିରୋଧୀଦଳ ନେତା…

ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ କରିଛନ୍ତି ମୋହନ ସରକାର l

ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ କରିଛନ୍ତି ମୋହନ ସରକାର l ଯାହାକୁ ନେଇ ସମଗ୍ର ଜିଲ୍ଲାରେ ମୋହନ ସରକାରଙ୍କ ଗୁଣଗାନ କରିବା ସହିତ ବାଜା ବଜାଇ, ବାଣଫୁଟାଇ, ମିଠା ବାଣ୍ଟି ଉତ୍ସବ ମନାଇଛନ୍ତି l ଚଳିତ ବଜେଟ ରେ…

error: Content is protected !!