ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ଶିଶୁ ହେଲେ ଏହି ଗ୍ରାମର ଅଜୟ ମଲ୍ଲିକଙ୍କ ପୁଅ ଦିବ୍ୟ ରଞ୍ଜନ…
ଦୀର୍ଘଦିନରୁ ଚାଲି ଆସୁଥିବା ଏକ ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ଗହଣା ଜବତ କରିଛି। ସୋମବାର ସକାଳେ ଜୁଆ ମାମଲା ସହିତ ଜଡ଼ିତ ସେକ୍ଟର -୧୫ ପୋଲିସ ସୀମା ଅନ୍ତର୍ଗତ…
ଉମରକୋଟ : ବହୁ ଚର୍ଚ୍ଚିତ ବାଉଁଶବେଡ଼ା ହତ୍ୟା ଓ ଘରପୋଡ଼ି ଘଟଣାରେ ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ କାରଦଣ୍ଡାଦେଶ ଶୁଣାଇଛନ୍ତି । ନବରଙ୍ଗପୁର ଜିଲ୍ଲ ଉମରକୋଟ ବ୍ଲକ ଅନ୍ତର୍ଗତ ବାଉଁଶବେଡ଼ା ଗାଁରେ ୨ ଟି ପୃଥକ୍…
ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ ଅଭିଯୁକ୍ତଙ୍କୁ…
ବଳାତ୍କାର ହେଉ କି ଅସଦାଚରଣ । ଯୌତୁକ ନିର୍ଯାତନା ହେଉ ବା ଅପହରଣ । ମହିଳା ସମ୍ପର୍କିତ ଅପରାଧ ସବୁଥିରେ ରେକର୍ଡ ଭାଙ୍ଗିଛି କମିଶନରେଟ୍ ପୁଲିସ୍ର ଭୁବନେଶ୍ୱର ୟୁପିଡି । ୨୦୨୫ରେ ଭୁବନେଶ୍ୱର ୟୁପିଡିରେ ମହିଳା ହିଂସା ୨୦୨୪ ତୁଳନାରେ ୧୩୯%…
ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଞ୍ଚଳରୁ ସନ୍ଦୋହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଷମ କଟକ ସହରର ନିବାସୀ ନବୀନ ସନ୍ତୋଷ ରାୟ । ବିଷମ କଟକ ଥାନା ଅଧିନ ଚାଟିକଣା ପଞ୍ଚାୟତ…
ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା । ଗତକାଲି ରାତିରେ ମୃତକ ଓ…
ଭୁବନେଶ୍ୱର,୦୧/୦୩: ପୁଣି ଗିରଫ ହୋଇଛି ଟୁଙ୍ଗୁରୁ ଓରଫ ଆଲୋକ ଭୋଳ(୨୫) । ବର୍ଷାଙ୍କ ସହ ପ୍ରେମ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଏବେ ପୁଣି ବିବାଦରେ । ଏଥର ପାଣି ପମ୍ପ ଚୋରି କରି ଗିରଫ ହୋଇଛି ।…
ଭୁବନେଶ୍ୱର, ୨୭/୦୨ : ବାଡିରେ ଶାଗ ତୋଳୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ ଯାଇଥିବା ବେଳେ ନିଖୋଜ…
ଦୁଇଟି ସାଇବର କ୍ରାଇମ୍ ଘଟଣାରେ ଆଜି ସହରାଂଚଳ ଥାନା ପୁଲିସ୍ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସଂପର୍କରେ ସହରାଂଚଳ ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ…