ଖୋର୍ଦ୍ଧା ତହସିଲଦାରଙ୍କ କାର୍ଯ୍ୟ ଶୈଳୀକୁ ବିରୋଧ କରିଛନ୍ତି ସ୍ଥାନୀୟ ଜନତା | ଖୋର୍ଦ୍ଧା ତହସିଲଦାରଙ୍କୁ ବିରୋଧ କରି ସ୍ଥାନୀୟ ଜନତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମେଳି ବାନ୍ଧି ଥିବାର ଦେଖିବାକୁ ମିଳିଥିଲା | ସେମାନେ ତହସିଲଦାରଙ୍କ ବଦଳି ଦାବି କରିଥିବାର ଦେଖିବାକୁ ମିଳିଥିଲା |
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.