ଭୁବନେଶ୍ୱର –ଅଭିଯୋଗକାରୀ ମହେନ୍ଦ୍ର ସ୍ବାଇଁଙ୍କ ଲିଖିତ ଅଭିଯୋଗ କ୍ରମେ ବାଲିଅନ୍ତା ଥାନା ପୁଲିସ ମାମଲାର ତଦନ୍ଧ କରିବା ସହ ଅଭିଜ୍ଞ ପପୁନ ସ୍ବାଇଁ ଓରଫ ବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି,
ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ଅଭିଯୁକ୍ତ ଉଭୟ ବାଲିଅନ୍ତା ଥାନା ଅନ୍ତର୍ଗତ ପଟୁପଡ଼ା ଗ୍ରାମ ନିବାସୀ । ଅଭିଯ ଜଣକ ନିୟମିତ ରାତିରେ ଉକ୍ତ ଗାଁ ରେ ବିଶୃଙ୍ଖଳା ସୃଷ୍ଟିକରି ଜନସାଧାରଣଙ୍କୁ ହଇରାଣ ହରକତ କରୁଥିଲେ । ଯଦି କେହି ତାଙ୍କର ବିଜେ କରୁଥିଲେ, ତ ସେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନାନା ପ୍ରକାର ଧମକଚମକ ଦେଉଥିଲେ । ଗତ କାଲି ସନ୍ଧ୍ୟା ଅଭିଯୁକ୍ତ ଜଣକ ପୂର୍ବ ଦିନଗୁଡିକ ପରି ରାସ୍ତା ଉପରେ ଠିଆ ହୋଇ ବଡ ପାଟିରେ ଗାଳିଗୁଲଜ କରୁଥିଲେ । ଏହା ଶୁଣି ଅଭିଯୋଗକାରୀ ଅନ୍ୟ ଗ୍ରାମବାସୀମନେ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କୁ ସେଥୁରୁ ନିବୃତ କରିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ସେ ତାହା ଶୁଣି ନଥିଲେ । ବ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘରୁ ଏକ କଟୁରୀ ଆଣି ଆକ୍ରମଣ କରିବା ଲାଗି ପ୍ରୟାସ କରିଥ୍ ଏବଂ ସେଠାରୁ ଖସି ପଳାଇ ଯାଇଥିଲେ,
ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ପପୁନ ସ୍ବାଇଁ ଓରଫ ବାବୁକୁ ତାଙ୍କ ଘରୁ ଗିରଫ କରିବା ଘଟଣାରେ ବ୍ୟବହୃତ କଟୁରୀକୁ ଜବତ କରିଥିଲେ । ପଚରାଉଚରା ସମୟରେ, ଅଭିଯୁକ୍ତ ଜଣକ ଉପରୋକୁ ମାମଲାରେ ସମ୍ପୃକ୍ର – ସ୍ବୀକାର କରିଥିଲେ,
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି |
ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ,,,
