ଭଦ୍ରକ ଏଇତିହାସିକ ରାମନାନବମୀ ଆଜି ବହୁ ଆଡମ୍ବରେ ପାଳିତ ହୋଇ ଯାଇଛି. ଭଦ୍ରକ ସବୁ ବର୍ଷ ଭଳି ଏଥର ରମାନବମୀ ପାଳିତ ହୋଇଯାଇଛି. ଭଦ୍ରକ ସହର ଏକ ଭାଇ ଚାରାର ସହର ହୋଇଥିବାରୁ ଏଠାରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକମାନେ ଏଠାରେ ମିଳିତଭାବେ ରମାନବମୀ ପାଳିତ କରିଥାନ୍ତି. ବିଭିନ୍ନ ଅଂଚଳରୁ ram ଓ ହନୁମାନ ଙ୍କ ର ମେଢ଼ ମାନେ ଆସି ନଗର ପରିକ୍ରମା ରେ ଯୋଗ ଦିଅନ୍ତି. ସବୁ ବର୍ଷ ପରି ଏଥର ପ୍ରାୟ 100ରୁ ଉର୍ଦ୍ଧ ମେଢ଼ ବିଭିନ୍ନ ପ୍ରକାରର ବାଦ୍ୟ ତୋରଣ ରୋଷଣୀ ରେ ଆସି ପହଂଚିଥିଲେ. ପ୍ରାୟ 8ଲକ୍ଷରୁ ଅଧିକ ଜନ ସମାରୋହ ହୋଇଥିଲା.
