ପ୍ରବଳ ତାତିରେ ଫାଟିଲା ମୋବାଇଲ |

ବରଗଡ଼, :- ପ୍ୟାଣ୍ଟ ପ୍ୟାକେଟ୍‌ରେ ଫାଟିଲା ମୋବାଇଲ ଫୋନ। ମୋବାଇଲ ଫାଟି ପ୍ୟାଣ୍ଟ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ପଦ୍ମପୁର ସହରରେ। ପଦ୍ମପୁରରେ ଦୋକାନରୁ କାମ ସାରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି। ପ୍ରବଳ ତାତିରୁ ମୋବାଇଲ୍ ଗରମ ହୋଇ ଫାଟିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!