ଆଗାମୀ ୩ ଘଣ୍ଟା ଯାଏଁ ରାଜ୍ୟର କିଛି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରାଜ୍ୟର ୩ ଜିଲ୍ଲାକୁ ପାଣିପାଗ ବିଭାଗର ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି କରାଯାଇଛି। କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ୩ ଘଣ୍ଟା…
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢୁଆଁରେ ମା ବାସନ୍ତି ପୂଜା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଉଛି। ପୂଜାକୁ ନେଇ ଅଞ୍ଚଳରେ ଦେଖାଦେଇଛି ଆଧ୍ୟାତ୍ମିକ ମାହୋଲ ଓ ଭକ୍ତମାନଙ୍କର ଭିଡ଼। ରଙ୍ଗ ବେରଙ୍ଗ ରେ ରଙ୍ଗୀନ ହୋଇଛି ପୁଜା ମଣ୍ଡପ,ଏହି ପୂଜା…
ଶୁକ୍ରବାର ଦିନ ପୁରୀଜିଲ୍ଲା ପିପିଲି ବ୍ଲକ ଅଧୀନ ରୂପଦେଇପୁର ଗ୍ରାମରେ ଦ୍ଵିତୀୟ ରୂପଦେଇପୁର 2026 ଅନୁଷ୍ଠାନିକ ଭାବରେ ଉଦଘାଟନ ହୋଇଅଛି. ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୀ କ୍ଷେତ୍ର ମାନ୍ୟବର ସାଂସଦ ଡ଼. ସମ୍ବିତ ପାତ୍ର ଯୋଗ ହେଇଥିବା ବେଳେ ମୁଖ୍ୟ…
ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାୱାଡ଼ା ପଞ୍ଚାୟତଠାରେ ଆଜି ଏକ ବିଶାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଏବଂ ବନଖଣ୍ଡ ଅଧିକାରୀ…
କଟକ : ପବିତ୍ର ରମଜାନ ମାସ ଦାନ, ଧର୍ମ ଓ ପୁଣ୍ୟର ମାସ ଭାବେ ପରିଚିତ। ଏହି ପବିତ୍ର ସମୟରେ ସମାଜରେ ଭାଇଚାରା, ସହଯୋଗ ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ପାଇଁ କଟକର ସାମାଜିକ ସଂଗଠନ ବିଦ୍ୱାନ ଏକ ଅଭିନବ…
ବାଲେଶ୍ଵର—ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଙ୍କଟ ମୁହାଁ ପରିସ୍ଥିତି ଆଡ଼କୁ ଟାଣି ନେଉଛନ୍ତି।ସାରା ଦେଶ ସମେତ ରାଜ୍ୟରେ ଏଲପିଜି ଗ୍ୟାସ ପାଇଁ ହାହାକାର ପଡ଼ିଛି। ସରକାର ଘରୋଇ ଗ୍ୟାସ ଟାଙ୍କି ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଟାଙ୍କି ପିଛା…
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀଦାସପୁର ଗ୍ରାମ ପଞ୍ଚାୟତର କ୍ଷେମପୁର ଗ୍ରାମରେ ପ୍ରାୟ ୩୦୦ ବର୍ଷ ପୁରୁଣା ରାଧାକାନ୍ତ ଜୀଓ କୁଳଦେବତାଙ୍କ ପୂରାତନ ମନ୍ଦିରର ନବୀକରଣ କାମ ସମାପ୍ତ ହେବା ପରେ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣ ପ୍ରତିଷ୍ଠା ଉତ୍ସବ…
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଆୟୋଜିତ ହୋଇଥିବା ଗଦଳା ମେଳଣ ଅବସରରେ ମୋ ଗାଁ ସେବା ସଙ୍ଗଠନ ପକ୍ଷରୁ ଏକ ଉଦାହରଣୀୟ ସାମାଜିକ ସେବା କାର୍ଯ୍ୟ ଦେଖିବାକୁ ମିଳିଛି। ମେଳଣକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସଙ୍ଗଠନର ସେବକ ଭାଇମାନେ ପାନୀୟ…
ମାଲକାନଗିରି ବନ ବିଭାଗ ଅଧୀନ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ଗତକାଲି ୬୩୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଯାହାର ଓଜନ ୨ଟନ୍ ଜବତ କରିଛନ୍ତି। ଆନ୍ଧ୍ର ପ୍ରଦେଶର କୃଷ୍ଣା…
ରାସ୍ତା ହେଲା କାଳ । ଗାଁରେ ପହଞ୍ଚି ପାରିଲାନି ଏମ୍ବୁଲାନ୍ସ । ଶେଷରେ ପ୍ରସବ ବେଦନା ସହ୍ୟ କରି ମହିଳା ଜଣକ ଘରେ କଲେ ପ୍ରସବ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସଦରମହକୁମା ଠାରୁ…