ଗ୍ୟାସ୍‌ କଳାବଜାରୀ ଯୋଗାଣ ବିଭାଗର ରେଡ୍‌

ଭୁବନେଶ୍ୱରରେ ବେଆଇନ ଗ୍ୟାସ୍‌ କଳାବଜାରୀ, ଯୋଗାଣ ବିଭାଗର ରେଡ୍‌।ସାମନ୍ତରାପୁର ଅଞ୍ଚଳରେ ଗ୍ୟାସ୍‌ କଳାବଜାରୀ ସୂଚନା ପାଇ ରେଡ୍‌।ଆଗରେ କାଠ ଗୋଲା, ଭିତରେ ଚାଲିଥିଲା ଗ୍ୟାସ୍‌ ସିଲିଣ୍ଡର କାରବାର।ଗୋଦାମ ମାଲିକ ଫେରାର; ୧୦୦ରୁ ଊର୍ଦ୍ଧ୍ୱ ସିଲିଣ୍ଡର ଜବତ। ଗତମାସ ସୂଚନାଥିଲା କି, ରାଜ୍ୟରେ…

ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ ସାଇଟ୍ ଉନ୍ମୋଚିତ

– ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ । ତାହାର ଏକ ବର୍ଷ ପୂର୍ତିି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ…

କାଳବୈଶାଖୀ ଅଦିନିଆ ବର୍ଷାରେ ଅନ୍ଧବର ପାଟରେ ଦୁଇଶହ ଏକର ମୁଗ ଫସଲ ନଷ୍ଟ

ଆଜି ମଧ୍ୟାହ୍ନରେ ଗରଦପୁର, ପାଟକୁରା ଅଂଚଳରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଏହି ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତ ର ଅନ୍ଧବର ଗହୀର ସଂଲଗ୍ନ ବଙ୍ଗାରୀ, ବ୍ରହ୍ମପୁର, ବଜ୍ରବାଣ,ଅଣ୍ଢାଳ, ବଙ୍ଗାଳପୁର,ଚାଉଳିଆ ବାମରା, ପାଖଡ଼, ମେଳକ, ତଳକୁସୁମା ଆଦି…

‘ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ଭାଙ୍ଗିବ ଅସ୍ତ୍ରବିରତି…’, ଧମକ ଦେଇ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲା ଇରାନ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସିଜଫାୟାର ବା ଅସ୍ତ୍ରବିରତି ଘୋଷଣା ହୋଇଛି। ହେଲେ ସେପଟେ କିନ୍ତୁ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏମିତିରେ ଇରାନ, ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ଅସ୍ତ୍ରବିରତିରୁ ପଛକୁ ହଟିବା…

ଅଲ୍ଲୁ ଅର୍ଜୁନଙ୍କ ପାଇଁ ଏମିତି ଲେଖିଲେ କିଙ୍ଗ୍ ଖାନ୍ |

ନୂଆଦିଲ୍ଲୀ : କିଙ୍ଗ୍ ଖାନ୍ ଶାହାରୁଖ ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କରେ ଲେଖିଛନ୍ତି । ଜନ୍ମଦିନ ଅବସରରେ ଅଲ୍ଲୁ ନିଜର ଅପକମିଙ୍ଗ୍ ଫିଲ୍ମର ନାମ ଘୋଷଣା କରିଛନ୍ତି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ ଏରିଆ ଥିବାବେଳେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଏହାର ଜଳକୁ ୫୦-୫୦ ଅନୁପାତରେ ବାଣ୍ଟିବା ଦ୍ବାରା ଡବଲ ଇଂଜିନ ସରକାରର ଅସଲ ଓ୍ବରୂପ ପଦାରେ…

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ରାଜୀବ ଲୋଚନ ଦାସ ଓ ଶ୍ରୀ ହରିହର ନାଏକଙ୍କ ବିଜେପିରେ ଯୋଗଦାନ

ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତିଭୁବନେଶ୍ୱର, ତା.୦୪/୦୪: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା…

ଶିକ୍ଷାବର୍ଷ ଆରମ୍ଭରୁ ଝୁଣ୍ଟିଲେଣି ସରକାର

ଶିକ୍ଷାବର୍ଷ ଆରମ୍ଭ କିନ୍ତୁ ଛାତ୍ରଛାତ୍ରୀଙ୍କୁ ମିଳୁନି ବହି କି ପୋଷାକ ଭୁବନେଶ୍ୱର ତା. ୪.୪- ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ ଅନେକ ସ୍କୁଲରେ ଛାତ୍ରଛାତ୍ରୀମାନେ ଏ ପର୍ଯନ୍ତ୍ୟ ପାଠ୍ୟପୁସ୍ତକ କିମ୍ବା ପୋଷାକ ପାଇପାରିନାହାନ୍ତି । ବହି ଅଭାବରୁ ପାଠପଢ଼ା…

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୦୧/୦୪: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ୪ ଜିଲ୍ଲା ପାଇଁ ୪ ଜଣ ମନ୍ତ୍ରୀଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇଥିବା ବେଳେ ବାକି ୨୬ ଜିଲ୍ଲା ଲାଗି ୨୬ ଜଣ ବିଧାୟକଙ୍କୁ…

ଲାଖବହାଲି ଠାରେ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ସମ୍ପନ୍ନ |

ଲାଞ୍ଜିଗଡ଼, ୧/୪: କଳାହାଣ୍ଡି ଜିଲ୍ଲା ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ଥିତ ଲାଖବହାଲି ଠାରେ ମାଁ ଠାକୁରାଣୀ ଙ୍କ ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପ୍ରାଚୀନ ଧର୍ମଧାରାର ପ୍ରତୀକ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମାଁ…

error: Content is protected !!