-ମୋଟୁ ବନବିଭାଗ ଦ୍ୱାରା ୬୩୧ ଗୋଟି ଫ୍ଲାପ କଇଁଛ ଜବତ, ୭ ବେପାରୀ ଗିରଫ |

ମାଲକାନଗିରି ବନ ବିଭାଗ ଅଧୀନ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ଗତକାଲି ୬୩୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଯାହାର ଓଜନ ୨ଟନ୍ ଜବତ କରିଛନ୍ତି। ଆନ୍ଧ୍ର ପ୍ରଦେଶର କୃଷ୍ଣା…

ରାସ୍ତା ସାଜିଛି ମରଣଯନ୍ତା, ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଘରେ କଲେ ପ୍ରସବ,୨କିମି ଖଟିଆରେ ବୁହା ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି |

ରାସ୍ତା ହେଲା କାଳ । ଗାଁରେ ପହଞ୍ଚି ପାରିଲାନି ଏମ୍ବୁଲାନ୍ସ । ଶେଷରେ ପ୍ରସବ ବେଦନା ସହ୍ୟ କରି ମହିଳା ଜଣକ ଘରେ କଲେ ପ୍ରସବ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସଦରମହକୁମା ଠାରୁ…

ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ପଦଯାତ୍ରା , ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରା |

ଲୋକଙ୍କୁ ସଚେତନ କରିବା ସହିତ ଜାଗି ଉଠିବା ପାଇଁ ମୋହନାଠାରେ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରାର ସଦସ୍ୟମାନେ ପଦଯାତ୍ରାରେ ଆସି ପହଞ୍ଚିଥିଲେ।ଗତ ଫେବୃଆରୀ ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପନ୍ଦରଟି ଜିଲ୍ଲାରେ…

ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର…

ରାତି ଅଧରେ ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା, ଘଟଣାର ତଦନ୍ତ କରୁଛି ପୋଲିସ |

ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା । ଗତକାଲି ରାତିରେ ମୃତକ ଓ…

ଟୁଙ୍ଗୁରୁ ଭୋଳ ପୁଣି ଗିରଫ, ଏଥର ପାଣି ପମ୍ପ ଚୋରି କରି ଧରାପଡ଼ିଲା…

ଭୁବନେଶ୍ୱର,୦୧/୦୩: ପୁଣି ଗିରଫ ହୋଇଛି ଟୁଙ୍ଗୁରୁ ଓରଫ ଆଲୋକ ଭୋଳ(୨୫) । ବର୍ଷାଙ୍କ ସହ ପ୍ରେମ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଏବେ ପୁଣି ବିବାଦରେ । ଏଥର ପାଣି ପମ୍ପ ଚୋରି କରି ଗିରଫ ହୋଇଛି ।…

ହୋଲି ପାଇଁ ଚାଲିବ ୧୩୨ଟି ସ୍ବତନ୍ତ୍ର ଟ୍ରେନ୍‌

ଆସନ୍ତା ହୋଲି ପର୍ବ ସମୟରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଅନୁଭବ ପ୍ରଦାନ ପାଇଁ ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ରେଳ ଚଳାଇବା ପାଇଁ ଘୋଷଣା କରିଛି। ଏହାସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆରମ୍ଭ ହେଉଥିବା ଅନ୍ୟ ୧୫୦ଟି…

ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଆହତ |

ଭଦ୍ରକ : ଛିଡା ହୋଇ ଥିବା ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ୩ ଜଣ ଆହତ । ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି । ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିଅମ ସମୁଖ ରାସ୍ତା ରେ…

ଶାଗ ତୋଳୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଭୁବନେଶ୍ୱର, ୨୭/୦୨ : ବାଡିରେ ଶାଗ ତୋଳୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ ଯାଇଥିବା ବେଳେ ନିଖୋଜ…

୧୩୪ ଟି ଭର୍ତ୍ତି ଜରି ବସ୍ତା ଛାଡ଼ି ଜଙ୍ଗଲକୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ |

କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୂକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ସାରଙ୍ଗଗଡ଼-ରାଇକିଆ ଛକ ନିକଟ କୁରୁମୁଲି ଜଙ୍ଗଲରେ ପୋଲିସ ଦଳ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡିକୁ…

error: Content is protected !!